sambhabana

a lost soul... ��

Grid View
List View
Reposts
  • sambhabana 29w

    ମୁଁ ଅନ୍ଧାର........ କଳା.. କିନ୍ତୁ ନିର୍ମଳ..... ରଙ୍ଗ ବଦଳେଇ ପାରେନି...

    ତୁ ତ ଆଲୋକ...... ତଥାପି.........ତୁଚ୍ଛ ପ୍ରିଜିମ୍ ତୋତେ ରଙ୍ଗ ବଦଳେଇବାକୁ ବିବଶ କରିଦିଏ.......
    ©sambhabana

  • sambhabana 37w

    God himself became so upset with the practice of untouchability that he made the whole world untouchable.....
    ©sambhabana

  • sambhabana 60w

    Chand ko dekhna jitna asan hai teri khayal lana

    Suraj ko dekhna jitna muskil he tujhe hasil karna.
    ©sambhabana

  • sambhabana 62w

    Jab me tujhe galat samajhti hun...



    Pura kaynat jud jati hai mujhe galat banane me...
    ©sambhabana

  • sambhabana 62w

    Is kadar dil se beghar kar denge hum..

    Basera hoke bhi har dafa bhatkoge tum...
    ©sambhabana

  • sambhabana 63w

    କିଛି କାହାଣୀ ରେ ଅସମ୍ପୂର୍ଣ୍ଣତା ର ତଡକା ତାର ସ୍ୱାଦ କୁ ଦ୍ବିଗୁଣିତ କରିଥାଏ.. ପୁଣି

    କିଛି କାହାଣୀ ସଫଳ ହାଣ୍ଡି ରେ ଥାଇ ବି ସ୍ଵାଦହୀନ ହିଁ ରହି ଥାଏ..
    ©sambhabana

  • sambhabana 64w

    ଅଧିକ ଆଶା ରଖୁଥିବା ଲୋକ କୁ ଲାଗେ ଦୁନିଆ ର ସବୁ କୋଣ ରେ ଦୁଃଖ ଅଛି.....

    ହେଲେ ଛୋଟ ଛୋଟ କଥା ରେ ବି ଖୁସି ଖୋଜୁଥିବା ଲୋକ କୁ ଦୁନିଆ ଗୋଲ ହିଁ ଦେଖା ଯାଏ .....
    ©sambhabana

  • sambhabana 64w

    Tere bina zindegi..

    Jese bina pani k machhli....
    ©sambhabana

  • sambhabana 66w

    you may try to be like others all the day...

    but in night you sleep peacefully with your own personality

    Read More

    ମଣିଷ ଦିନ ର ଆଲୋକ ରେ ଯେତେ ବି ଅନ୍ୟ କୁ ଅନୁସରଣ କରିବାରେ ବ୍ୟସ୍ତ ରହିଲେ ମଧ୍ୟ ....

    ....... ପରିଶେଷରେ, ରାତି ର ଅନ୍ଧକାର ରେ ନିଜର ବ୍ୟକ୍ତିତ୍ୱ ସହ ହିଁ ଶାନ୍ତି ରେ ଶୋଇଥାଏ.....
    ©sambhabana

  • sambhabana 68w

    वो मजबूत था आख़िरी इश्क़ की तरह
    वो ना-समझ थी पहले इश्क़ की तरह
    ©sambhabana