Grid View
List View
  • rishi_kesh 63w

    Shared breath

    The night voices itself
    in our shared breath,
    shared scent.


    ©rishi_kesh

  • rishi_kesh 85w

    ପ୍ରତୀକ୍ଷା

    ନିଃଶବ୍ଦେ ପାଦଟିପି ଧୀରେଧୀରେ
    ଅପେକ୍ଷାର ଅଳନ୍ଧୁ ପୋଛିବାକୁ
    ତନ୍ଦ୍ରା ମଖା
    ପାହାନ୍ତିର ପରେ
    ଆସିବଟି ଥରେ

    କେଇଟା ମୁହୂର୍ତ୍ତର ପ୍ରତୀକ୍ଷାରେ
    କଟିଯାଉ ଜୀବନର ସବୁ ସନ୍ଧ୍ୟା
    ବନ୍ଧ୍ୟା ଗର୍ଭ
    ଆଶାନଦୀ ତୀରେ
    ଆସିବଟି ଥରେ

    ଅସ୍ତିତ୍ୱ ତୁମରି ମୋ ସ୍ୱପ୍ନରେ
    ଛୁଇଁବାର ଆଶା ନିତି ଜିଇଁଉଠେ
    ନୀଳ କଇଁ
    ପୁଣିଥରେ ମରେ
    ଆସିବଟି ଥରେ



    ©rishi_kesh

  • rishi_kesh 87w

    Not alone

    The Moon sees me on terrace,
    Also watches you with grace.
    Proves, we are not alone !
    Although under lockdown.
    While we restore self in limited space.


    ©rishi_kesh

  • rishi_kesh 92w

    ହଜାର

    ହଜାର ରାତିର ଅମା ଅନ୍ଧାର
    ସୂର୍ଯ୍ୟର ପ୍ରକାଶେ କ୍ଷଣିକେ ଦୂର
    ହଜାର ଆଚାର ଵିଧି ବିଚାର
    ଗୋଟିଏ ସତ୍ୟ ପରମ ସୁନ୍ଦର



    ©rishi_kesh

  • rishi_kesh 95w

    Coronavirus

    The Corona flower blossom
    on tree of civilisations graceful branches.

    Death drips drop by drop,
    trickling over the lifeless city.

    The pale sky has turned into
    the Goddess of Death's bloodshot eyes.


    Where is the end to struggle
    on desolate roads a barren evening

    descends; with what can't be seen
    that can not be felt,

    to the death duel with the COVID
    that lurks beyond masked senses.


    ©rishi_kesh

  • rishi_kesh 97w

    Stranger

    At times 
    the world seems a stranger
    A feeling 
    wails up and the days are longer.


    The sky, 
    as I watch shrinks, to lonely taper
    Squeezed, 
    to wadded ball of paper. 


    I begin to mantle 
    the insidious indifference 
    Of my life
    in the shadows of a postured sentence. 


    Letter by letter
    I frantically scan, soul a vain repentance 
    Looking for you
    Crying for the touch of your presence.




    ©rishi_kesh

  • rishi_kesh 97w

    वन्दे मातरम्

    . वन्दे मातरम्
    सुजलां सुफलां मलयजशीतलाम्
    शस्य श्यामलां मातरं ।
    शुभ्र ज्योत्स्ना पुलकित यामिनीम्
    फुल्ल कुसुमित द्रुमदलशोभिनीम्,
    सुहासिनीं सुमधुर भाषिणीम् ।
    सुखदां वरदां मातरम् ॥

    वन्दे मातरम्
    सप्त कोटि कण्ठ कलकल निनाद कराले
    निसप्त कोटि भुजैर्धृउत खरकरवाले
    के बोले मा तुमी अबले
    बहुबल धारिणीं नमामि तारिणीम्
    रिपुदलवारिणीं मातरम् ॥

    वन्दे मातरम्
    तुमि विद्या तुमि धर्म, तुमि हृदि तुमि मर्म
    त्वं हि प्राणाः शरीरे
    बाहुते तुमि मा शक्ति,
    हृदये तुमि मा भक्ति,
    तोमारै प्रतिमा गडि मन्दिरे मन्दिरे ॥

    वन्दे मातरम्
    त्वं हि दुर्गा दशप्रहरणधारिणी
    कमला कमलदल विहारिणी
    वाणी विद्यादायिनी, नमामि त्वाम्
    नमामि कमलां अमलां अतुलाम्
    सुजलां सुफलां मातरम् ॥

    वन्दे मातरम्
    श्यामलां सरलां सुस्मितां भूषिताम्
    धरणीं भरणीं मातरम् ॥

    वन्दे मातरम्

  • rishi_kesh 98w

    ଅଧାସ୍ୱପ୍ନ

    ଘନ ଅନ୍ଧାରର କେଶ ତଳେ
    ମୁଣ୍ଡ ରଖି ସନ୍ଧ୍ୟା କୋଳେ
    ଚିକିମିକି ତାରାଙ୍କ ରୋଷଣୀ
    ଝିଲିମିଲି ଆକାଶର ପଣତରେ..

    ନିଶୀପଦ୍ମା ସ୍ୱପ୍ନରେ ବିଭୋର
    ଅନାବନା ମୁହୂର୍ତ୍ତର ଅନ୍ତ
    ସକାଳର ରାଢୁଆ ବାସ୍ତବତା
    କର୍କଶ କର୍ତ୍ତବ୍ୟର ସ୍ୱରରେ..

    ଆଖିରୁ ଲାଖିଥିବା
    ବାକି ସପନର ରଙ୍ଗପୋଛି
    କଳ୍ପନାର ମଖମଲ ଶେଯ
    ଛାଡିବାକୁ ବାଧ୍ୟ କରେ.. !


    ©rishi_kesh

  • rishi_kesh 111w

    Reflection

    When we look up at the sky,
    into the vastness of universe -
    Does it looks back at us ?

    When we stare to the abyss,
    into the depth of darkness -
    Does it looks back at us ?


    ©rishi_kesh

  • rishi_kesh 117w

    କଥାକୁହା ଆଖି

    କଥାକୁହା ତୁମ ଦୁଇଟି ଆଖି
    ସପନ ସବୁ ମୋ ରହିଛି ଲାଖି
    ଭାବନା ତରଳି ଯାଉଛି ବହି
    ଗୋପନେ ପ୍ରଣୟ କବିତା ନଈ
    ନୀରବ ନିଭୃତେ ଲୁଚାଇ ପାରେନା ରଖି ।


    ଜୋଛନା ସୁଦୂରେ ଆକାଶ ମୁହେଁ
    ସାଗର କାନରେ ଆବେଗେ କୁହେ 
    ଦିବସ ଯାମିନୀ ଢେଉରେ ମିଶି
    ରୂପେଲି ଦୋଳିରେ ଝୁଲିବା ବସି
    ପ୍ରଜାପତି ଡେଣାରେ ଫୁଲରୁ ପରାଗ ବୁହେ ।


    ଆଖି ଉଜାଗର ବିତୁଛି ରାତି
    କୁଞ୍ଜରେ କୋଇଲି ଅଧୀର ଗୀତି
    ସୁରର ଗୁଞ୍ଜନ ପରାଣେ ମୋର
    ବଜାଇ ହୃଦୟେ ବୀଣାର ତାର
    ସଜାଇ ତୁମକୁ ଲୟରେ ଭାବନା ଛନ୍ଦରେ ପ୍ରୀତି ।


    ©rishi_kesh