ଝିପିଝିପି ବର୍ଷା ଓ ବର୍ଷାରେ ଭିଜୁଥିବା ତୁମେ
ମୋର ଭାରି ପସନ୍ଦ;
ଆହାଃ! କି ସୁନ୍ଦର ଦୃଶ୍ୟ
ତୁମେ ବର୍ଷାରେ ଓ ମୁଁ ତୁମ ପ୍ରେମରେ....
©unwantedfellow
#BARSHA
5 posts-
Photo By Makoto Tsuka on Unsplash4 0
ritiksagar 168w
Pyaar....
Uska pyaar baarish ki bunndoo sa tha...
Tip-Tip barsha mujhpe.....
©ritiksagar9 0Life is to fast passing by,
pain and gain is still going on,
so remain in it no matter what the future tells......
©barshathapa10 1priyarajput 182w
School days
I don't know whether
I was glad or sad
When my school days ended
And I left...........
©priyarajput16 0ବର୍ଷା
ପ୍ରେମିକ ମାନଙ୍କ ଲୁହ ମିଶି
ଉଚ୍ଚ ପାହାଡର ମଥା ଛୁଇଁ
ବରଷା ସେଦିନ ଆସିଥିଲା
ସାରା ରାତି ଉଜାଗର ରହି
କିଶୋରୀଟେ ପରି ନାଚୁଥିଲା ॥
ପ୍ରେମର ପ୍ରଥମ ଚିଠି ଲେଖିଥିଲି
କାଗଜର ଡଙ୍ଗାରେ
ବୁଝେନି ଅଭିମାନୀ ପ୍ରିୟା
ହାତରେ ଧରି ଗୋଲାପି ଛତା
ଏକା ଏକା ଚାଲେ ରାସ୍ତାରେ ॥
ସେଦିନ ବି ବର୍ଷା ଆସିଥିଲା
ତୁମେ ଚାଲିଚାଲି ଆସୁଥିଲ କଲେଜ
ମୁଁ ଅପେକ୍ଷା କରିଥିଲି ଗେଟ୍ ସାମ୍ନାରେ
ବରଷାରେ ତୁମେ ଭିଜିବା ଆଗରୁ
ଜାବୁଡି ନେଇଥିଲ ନୋଟଖାତା ବହିକୁ
ନିର୍ଜୀବ କାଗଜଗୁଡା କାନ୍ଦୁଥିଲେ ବିକଳରେ ॥
ତୁମ ଆଖିର ଚାହାଣୀକୁ
ବରଷା ତୋଳେ କରି ଲୁହ
କିଏ ବି କାହିଁ ବୁଝିବ
ମୋ ଦେହେ କେତେ ଯେ ଦରଜ
ଆଉ କଲିଜାରେ କେତେ କୋହ ॥
subhenduswain143