#BARSHA

5 posts
  • unwantedfellow 53w

    ଝିପିଝିପି ବର୍ଷା ଓ ବର୍ଷାରେ ଭିଜୁଥିବା ତୁମେ
    ମୋର ଭାରି ପସନ୍ଦ;
    ଆହାଃ! କି ସୁନ୍ଦର ଦୃଶ୍ୟ
    ତୁମେ ବର୍ଷାରେ ଓ ମୁଁ ତୁମ ପ୍ରେମରେ....
    ©unwantedfellow

  • ritiksagar 168w

    #pyaar#baarish#barsha#love#ritiksagar

    Love is like rain... Feel Its freshness

    Read More

    Pyaar....

    Uska pyaar baarish ki bunndoo sa tha...

    Tip-Tip barsha mujhpe.....
    ©ritiksagar

  • barshathapa 169w

    Life is to fast passing by,
    pain and gain is still going on,
    so remain in it no matter what the future tells......
    ©barshathapa

  • priyarajput 182w

    School days

    I don't know whether
    I was glad or sad

    When my school days ended
    And I left...........
    ©priyarajput

  • kuni_pila 214w

    #barsha
    #ବର୍ଷା
    #rain

    Read More

    ବର୍ଷା

    ପ୍ରେମିକ ମାନଙ୍କ ଲୁହ ମିଶି
    ଉଚ୍ଚ ପାହାଡର ମଥା ଛୁଇଁ
    ବରଷା ସେଦିନ ଆସିଥିଲା
    ସାରା ରାତି ଉଜାଗର ରହି
    କିଶୋରୀଟେ ପରି ନାଚୁଥିଲା ॥

    ପ୍ରେମର ପ୍ରଥମ ଚିଠି ଲେଖିଥିଲି
    କାଗଜର ଡଙ୍ଗାରେ
    ବୁଝେନି ଅଭିମାନୀ ପ୍ରିୟା
    ହାତରେ ଧରି ଗୋଲାପି ଛତା
    ଏକା ଏକା ଚାଲେ ରାସ୍ତାରେ ॥

    ସେଦିନ ବି ବର୍ଷା ଆସିଥିଲା
    ତୁମେ ଚାଲିଚାଲି ଆସୁଥିଲ କଲେଜ
    ମୁଁ ଅପେକ୍ଷା କରିଥିଲି ଗେଟ୍ ସାମ୍ନାରେ
    ବରଷାରେ ତୁମେ ଭିଜିବା ଆଗରୁ
    ଜାବୁଡି ନେଇଥିଲ ନୋଟଖାତା ବହିକୁ
    ନିର୍ଜୀବ କାଗଜଗୁଡା କାନ୍ଦୁଥିଲେ ବିକଳରେ ॥

    ତୁମ ଆଖିର ଚାହାଣୀକୁ
    ବରଷା ତୋଳେ କରି ଲୁହ
    କିଏ ବି କାହିଁ ବୁଝିବ
    ମୋ ଦେହେ କେତେ ଯେ ଦରଜ
    ଆଉ କଲିଜାରେ କେତେ କୋହ ॥

    subhenduswain143